www.samajalive.in
Saturday, December 6, 2025
16.1 C
Bhubaneswar

ବିଜେଡିର ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ; ବଡଚଣାରୁ ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର : ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶନିବାର ଘୋଷଣା କଲା ବିଜେଡି। ବଡଚଣାରେ ସରପ୍ରାଇଜ୍ ଦେଲେ ମୁଖ୍ୟମନ୍ତ୍ରୀ। ବଡଚଣାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହେଲେ ପ୍ରାର୍ଥୀ।

ବଡଚଣା – ବର୍ଷା ପ୍ରିୟଦର୍ଶିନୀ

- Advertisement -

ଚିଲିକା- ରଘୁନାଥ ସାହୁ

ଆନନ୍ଦପୁର- ଅଭିମନ୍ୟୁ ସେଠୀ

ସାରସକଣା – ଦେବାଶିଷ ମାରାଣ୍ଡି

କରଞ୍ଜିଆ – ବାସନ୍ତୀ ହେମ୍ବ୍ରମ

କେନ୍ଦ୍ରାପଡା-  ଗଣେଶ୍ୱର ବେହେରା

ଚମ୍ପୁଆ- ସନାତନ ମହାକୁଡ

ରେମୁଣା – ବିଦ୍ୟାସ୍ମିତା ମହାଳିକ

ସିମୁଳିଆ- ସୁଭାଷିନୀ ସାହୁ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories