www.samajalive.in
Saturday, December 6, 2025
16.1 C
Bhubaneswar

ବାସନ ପରିଷ୍କାର କରିବାର ସରଳ ଉପାୟ

ମହିଳାମାନେ ସୁଆଦିଆ ରନ୍ଧା ସହ ବିଭିନ୍ନ ପ୍ରକାର ବାସନରେ ଖାଦ୍ୟ ପରଷିବାକୁ ଖୁବ୍ ଭଲପାନ୍ତି। ଆଜିକାଲି ଅନ୍-ଲାଇନ୍‌ରେ ନାମୀଦାମୀ କମ୍ପାନୀର ବାସନମାନ ମିଳୁଛି।
– ବୋନ୍ ଚାଇନ୍ ପ୍ଲେଟ୍‌, ଚାମଚକୁ ସଫା କରିବା ପାଇଁ ଏହାକୁ ଭିନେଗାର୍‌ ପାଣିରେ ଧୋଇ ପୋଛି ରଖିବା ଉଚିତ।
– ଷ୍ଟିଲ୍, ତମ୍ବା ଆଦି ବାସନକୁ ଅଧିକ ପରିଷ୍କାର ରଖିବା ନିମନ୍ତେ ୧ ବାଲ୍‌ଟି ଗରମ ପାଣିରେ ଲେମ୍ବୁ ରସ ମିଶାଇ ସେଥିରେ ବାସନ ସଫା କରନ୍ତୁ।
– ରୋଷେଇ ଘରେ ଚପିଂ ବୋର୍ଡର ଆବଶ୍ୟକତା ଖୁବ୍ ଅଧିକ। ପରିବା କାଟିବା ପୂର୍ବରୁ ବୋର୍ଡରେ ସାମାନ୍ୟ ତେଲ ଲଗାଇଦେବେ।     ଛୁରୀ କଟା ଦାଗ ବୋର୍ଡରେ ରହିବନାହିଁ।
– ବାସନକୁସନ ଅଧିକ ତେଲିଆ ହୋଇଯାଇଥିଲେ, ବେକିଂ ସୋଡା ଓ ଲେମ୍ବୁର ମିଶ୍ରଣ ବାସନରେ ଲଗାଇ ୧୫ ମିନିଟ୍ ଛାଡ଼ିଦେବେ। ପରେ ବାସନକୁ ଗରମ ପାଣିରେ ଧୋଇ ରଖନ୍ତୁ।
– ତମ୍ବା ବାସନକୁ ଚମକାଇବାର ସରଳ ଉପାୟ ହେଉଛି ଲେମ୍ବୁ ରସକୁ ବାସନରେ ଭଲଭାବେ ଘଷନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories