ଅରୁଣାଚଳ ପ୍ରଦେଶରେ ଭୂକମ୍ପ

0

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଲୋହିତ ଜିଲା ଅନ୍ତର୍ଗତ ତେଜୁଠାରେ ଶନିବାର ପୂର୍ବାହ୍ଣ ୧୧ଟା ୧୬ ମିନିଟ୍‍ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି ବୋଲି ୟୁଏସ୍‍ଜିସି ପକ୍ଷରୁ ସୂଚନା ଦିଆଯାଇଛି।। ତେବେ ଏହି ଭୂକମ୍ପ ଯୋଗୁ କେହି ମୃତାହତ କିମ୍ବା ବିଶେଷ କ୍ଷୟକ୍ଷତିର ରିପୋର୍ଟ ମିଳି ନାର୍ହି।

Leave A Reply