ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ କେତେକ ସ୍ଥାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା, ବଣାଇ, ଦେବଗଡ଼, ରାଉରକେଲାରେ ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମାତ୍ର କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପ ହେବାମାତ୍ରେ ଲୋକମାନେ ଭୟରେ ଘରୁ ବାହାରକୁ ପଳେଇ ଆସିଥିଲେ।
Popular Categories



