www.samajalive.in
Friday, December 12, 2025
26.1 C
Bhubaneswar

ଭୂକମ୍ପରେ ଥରିଲା ୩ ରାଜ୍ୟ

ଶ୍ରୀନଗର : ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ସୋମବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଜମ୍ମୁ-କଶ୍ମୀରର ଡୋଡା ଏବଂ କିଶ୍‌ତୱାଡ ଜିଲାରେ ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ସେହିପରି ହିମାଚଳ ପ୍ରଦେଶର ଚମ୍ବାରେ ମଧ୍ୟ ସେହି ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି ବୋଲି ସୂଚନା ମିଳିଛି । ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା। 

ଡୋଡାର ଏସଏସପି ମମତାଜ ଅହମ୍ମଦଙ୍କ ସୂଚନା ଅନୁଯାୟୀ, ପ୍ରଥମେ ସକାଳ ସାଢେ ୫ଟା ଏବଂ ପରେ ୮ଟା ୦୪ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ପ୍ରଥମ ୩.୪ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଦ୍ୱିତୀୟ ଥର ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୯ ଥିଲା। ପ୍ରଥମ ଭୂକମ୍ପର କେନ୍ଦ୍ର ଚମ୍ବା ଥିବା ବେଳେ ଦ୍ବିତୀୟ ଭୂକମ୍ପର କେନ୍ଦ୍ର ଜମ୍ମୁ-କଶ୍ମୀର ଓ ଚମ୍ବା ସୀମାନ୍ତ ଅଞ୍ଚଳରେ ଥିଲା। ଏହା ବ୍ୟତୀତ୍‌ ମନାଲୀ ଓ ଉଟ୍ଟୀ ଘାଟିରେ ସକାଳ ୮ଟା ୫ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। 

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories