ରାଜସ୍ଥାନ ଜୟପୁରରରେ ଭୂମିକମ୍ପ ଅନୁଭୂତ

0

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରରେ ୪.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି ।  ସକାଳ ପ୍ରାୟ ୯ଟା ୪୩ ମିନିଟ ସମୟରେ  ଜାୟପୁର ଓ  ଏହାର ଆଖପାଖ  ଅଞ୍ଚଳରେ ଭୂମି କମ୍ପ ଅନୁଭୂତ ହୋଇଥିଲା । ଏଥୁଯୋଗୁଁ କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

prayash

ରବିବାର ସକାଳେ ଆଣ୍ଡମାନ ନିକୋବର ଦ୍ୱୀପ ପୁଞ୍ଜରେ ଭୂମି କମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀହ୍ରତା ୫.୨ ଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

kalyan agarbati
Leave A Reply