ଭଦ୍ରକ: ପୋଖରୀରେ ବୁଡି ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଛି। ଡିହିଡି ବ୍ଲକ ଅଚକ ପଞ୍ଚାୟତ ଉତ୍ତରବାହା ସାମନ୍ତରାପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଶିଶୁ ଦୁଇ ଜଣ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ମୃତ ଶିଶୁ ଦୁଇ ଜଣ ହେଲେ ସ୍ବାଗତ ମଲ୍ଲିକ (୩), ସମରଜିତ ମଲ୍ଲିକ (୩)।
Popular Categories



