www.samajalive.in
Friday, December 5, 2025
20.1 C
Bhubaneswar

‘‘ନ୍ୟାୟ ମନ୍ଦିରର ଦରଜା କେବେ ବନ୍ଦ ହୋଇପାରିବ ନାହିଁ’’ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ‘‘ନ୍ୟାୟର ମନ୍ଦିରର ଦରଜା କେବେ ବନ୍ଦ ହୋଇପାରିବ ନାହିଁ’’ ସୁପ୍ରିମକୋର୍ଟ ଶୁକ୍ରବାର ଏକ ସ୍ୱତନ୍ତ୍ର ଅନୁମତି ଆବେଦନ (ଏସଏଲପି)ର ଶୁଣାଣି ସମୟରେ ଏହା କହିଛନ୍ତି । ଏକ ଏସଏଲପିରେ ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଥିବାରୁ ନ୍ୟାସନାଲ କମ୍ପାନୀ ଆଇନ ଆପିଲ ଟ୍ରିବ୍ୟୁନାଲରେ (ଏନସିଏଲଏଟି) ମାମଲା ଦାୟାର କରିଥିଲେ। ତେବେ ତାହା ଦୀର୍ଘଦିନ ଧରି ପଡି ରହିବାରୁ ସେ ଏହି ଏସଏଲପିକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ।

ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏସ ଅବଦୁଲ ନାଜିର ଏବଂ ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଯେ ନ୍ୟାୟ ମନ୍ଦିରର ଦ୍ୱାର କେବେ ବନ୍ଦ ହୋଇପାରିବ ନାହିଁ। ଏସଏଲପିର ସମାଧାନ କରି ଅଦାଲତ କହିଛନ୍ତି ଯେ ଏନସିଏଲଏଟି ଅନଲାଇନ୍ ଶୁଣାଣି କରିବାର କିଛି ଉପାୟ  ବାହାର କରିବା ଆବଶ୍ୟକ ଥିଲା।

- Advertisement -

ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ, ମଧ୍ୟବର୍ତ୍ତୀକାଳୀନ ସ୍ଥଗିତ ମାମଲା, ଟ୍ରିବ୍ୟୁନାଲ ଖୋଲିବା ମାତ୍ରେ ତୁରନ୍ତ ଶୁଣାଣି କରିବାକୁ ଆମେ ଅନୁରୋଧ କରୁଛୁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories