www.samajalive.in
Saturday, December 13, 2025
27.1 C
Bhubaneswar

୧୧ ମୃତକଙ୍କ ଡିଏନଏ ମେଳ ଖାଇଲା

ସମାଜ ଡିଜିଟାଲ ଡେସ୍କ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ମୁସ୍କିଲ। ତେଣୁ ସେମାନଙ୍କ ପରିଚୟ ଜାଣିବା ଲାଗି ଡିଏନଏ ମ୍ୟାଚ୍‌ କରାଇବାକୁ ପ୍ରଶାସନ ଉଦ୍ୟମ ଚଳାଇଛି। ଶନିବାର ସୁଦ୍ଧା ୧୧ ଜଣ ମୃତକଙ୍କ ଡିଏନଏ ମେଳ ଖାଇଛି। ଯାହାଫଳରେ ସେମାନଙ୍କ ପରିଚୟ ଜଣାପଡ଼ିଛି।

ମୃତଦେହ ରଖାଯାଇଥିବା ଡାକ୍ତରଖାନାର ଅତିରିକ୍ତ ଅଧୀକ୍ଷକ ଡା. ରଜନିଶ ପଟେଲ କହିଛନ୍ତି, ଶନିବାର ସୁଦ୍ଧା ୧୧ଟି ଡିଏନଏ ମେଳ ଖାଇଛି। ଗୋଟିଏ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ରାତି ସୁଦ୍ଧା ଆଉ ୨ଟି ମୃତଦେହ ହସ୍ତାନ୍ତର କରାଯିବ। ଏହା ଏକ ଅତି ଧିମା ପ୍ରକ୍ରିୟା। ଏହାକୁ ଅତି ସାବଧାନତାର ସହିତ କରାଯାଉଛି। ଆଜି ଆଉ ଏକ ମୃତଦେହ ଉଦ୍ଧାର ହୋଇଛି। ବିମାନ ପଛଭାଗରେ ମୃତଦେହଟି ଲାଖି ରହିଥିଲା ବୋଲି​‌ ସେ କହିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories