www.samajalive.in
Saturday, December 6, 2025
15.1 C
Bhubaneswar

୪୯୯ ବର୍ଷ ପରେ ଏଥର ଦୀପାବଳିରେ ଘଟୁଛି ଦୁର୍ଲଭ ସଂଯୋଗ

ଚଳିତ ବର୍ଷ ୧୪ ନଭେମ୍ବର, ଶନିବାର ପାଳନ ହେବ ଦୀପାବଳି ପର୍ବ। ଏହି ଦୀପାବଳିରେ ଗ୍ରହମାନଙ୍କର ବଡ଼ ଖେଳ ଦେଖିବାକୁ ମିଳିବ। ୪୯୯ ବର୍ଷ ପରେ ଏଥର ଦୁର୍ଲଭ ସଂଯୋଗ ଘଟୁଛି।

ଜ୍ୟୋତିଷ ବିଶେଷଜ୍ଞଙ୍କ କହିବାନୁସାରେ, ୧୫୨୧ରେ ଯେଉଁ ଦୁର୍ଲଭ ସଂଯୋଗ ଘଟିଥିଲା ଦୀର୍ଘ ୪୯୯ ବର୍ଷ ପରେ ଏଥର ସେହି ବିରଳ ସଂଯୋଗ ଘଟୁଛି। ବାସ୍ତବରେ, ୧୪ ନଭେମ୍ବର ଅର୍ଥାତ୍‍ ଦୀପାବଳିରେ ବୃହସ୍ପତି ନିଜ ରାଶି ଧନୁରେ ଓ ଶନି ନିଜ ରାଶି ମକରରେ ରହିବେ। ସେହିପରି ଶୁକ୍ର ଗ୍ରହ କନ୍ୟା ରାଶିରେ କମ୍‍ ରହିବ। ଏହି ତିନି ଗ୍ରହମାନଙ୍କର ଏପରି ଦୁର୍ଲଭ ଯୋଗ ୨୦୨୦ ପୂର୍ବରୁ ୧୫୨୧ ନଭେମ୍ବର ୯ରେ ଘଟିଥିଲା। ସେହି ବର୍ଷ ଏହିଦିନରେ ଦୀପୋତ୍ସବ ପାଳନ କରାଯାଇଥିଲା।

- Advertisement -

କ’ଣ ହେବ ଲାଭ:

ବୃହସ୍ପତି ଓ ଶନି ଗ୍ରହଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ କରୁଥିବା ଗ୍ରହ ବୋଲି କୁହଯାଏ। ତେଣୁ ଏହି ଦୀପାବଳି ଆପଣଙ୍କ ପାଇଁ ଅନେକ ଶୁଭ ସଙ୍କେତ ନେଇ ଆସିବ। ତନ୍ତ୍ର ଯନ୍ତ୍ର ପୂଜା କରିବା ଏହି ଦିନ ଅଧିକ ଫଳପ୍ରଦ ହେବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories