www.samajalive.in
Friday, December 5, 2025
20.1 C
Bhubaneswar

ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା : ୩୯ ବର୍ଷ ବୟସରେ ପାଦ ଥାପିଲେ ଧୋନି

ଜୁଲାଇ ୭, ଆଜି ହେଉଛି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ। ସେ ଆଜି ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି। ଏହି ଅବସରରେ ଚାରିଆଡ଼ୁ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଚି। ଜାଣନ୍ତୁ ଧୋନି କିଭଳି ନିଜ ଫିଟନେସ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି।
– ସେ ନିଜ ଡ଼ାଏଟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥାଆନ୍ତି। ଯେଉଁଥିରେ ଅଣ୍ଡା ଓ ଖିର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ଦଳର ଅନ୍ୟ ଖେଳାଳିଙ୍କ ମତାନୁଯାୟୀ, ବର୍ତମାନ ମଧ୍ୟ ଧୋନି ପ୍ରାକ୍ଟିସ ସମୟରେ କୁଣ୍ଠାବୋଧ ପ୍ରକାଶ କରନ୍ତି ନାହିଁ।
ବର୍ତମାନ ମଧ୍ୟ ଧୋନି ୨୧-୨୨ ବର୍ଷର ଯୁବ ଖେଳାଳିଙ୍କ ଠାରୁ ଅଧିକ ବେଗରେ ଦୌଡ଼ି ପାରନ୍ତି ।
ଧୋନି ମାନସିକ ଓ ଶାରିରୀକ ଭାବେ ସମ୍ପୂର୍ଣ୍ଣ ଫିଟ ବୋଲି ସଭିଁଏ ଜାଣନ୍ତି।
ଧୋନି ଦୁନିଆର ଫୂର୍ତି ଖେଳାଳି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି।
ଧୋନିଙ୍କ ଶାନ୍ତ ସ୍ୱଭାବ ଓ ଧୈର୍ଯ୍ୟ ସବୁବେଳେ ଅନ୍ୟଙ୍କୁ ପ୍ରେରଣା ଯୋଗାଇଥାଏ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories