www.samajalive.in
Thursday, December 11, 2025
18.1 C
Bhubaneswar

ବାରହା ଫାଶରେ କଲରାପତରିଆ ବାଘ

ଢେଙ୍କାନାଳ ସଦର:ଢେଙ୍କାନାଳ ବନଖଣ୍ଡ ରେ ବର୍ହା ଶିକାର ପିନ ବସା ଯାଇଥିବା ଏକ ଫାଶ ରୁ ଏକ କଲରା ପାତରିଆ ବାଘକୁ ବନ ବିଭାଗ ଉଦ୍ଧାର କରିଛି। ବାଘ କୁ ପ୍ରାଥମିକ ଚିକିତ୍ସା କରାଯାଇ ନନ୍ଦନକାନନକୁ ପଠାଯାଇଛି। ଢେଙ୍କାନାଳ ଡିଏଫଓ ସୁମିତ କରଙ୍କ ସୂଚନା ଅନୁସାରେ ,ମହାବିରୋଡ଼ ରେଞ୍ଜ ଦାଦରଘାଟି ସେକ୍ସନ ଘଗରାମୁଣ୍ଡା ବିଟ ଅସନବାହାଳି ଜଙ୍ଗଲ ରେ ବାରହା ଶିକାର ପାଇଁ ଏକ ଫାଶ ରେ ଏକ କଲରା ପତରିଆ ବାଘ ପଡିଥିଲା। ଟ୍ରାଙ୍କୁଲାଇଜ ପରେ ତିନୋଟି ଫାସକୁ କାଟି ବାଘକୁ ସୁରକ୍ଷିତ ଭାବେ ଉଧାର କରାଯାଇଥିଲା।

କେଉଁଝର, ଢେଙ୍କାନାଳ, ଅନଗୁଳ ଓ କପିଳାସ ରେସକ୍ୟୁ ଟିମ ପହଞ୍ଚିବା ସହ ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବନାଞ୍ଚଳ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ ବନ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳ ବାଘ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାପରେ ତାକୁ ନନ୍ଦନକାନନ କୁ ସ୍ଥାନାନ୍ତର କରାଯିବା ନେଇ ଢେଙ୍କାନାଳ ଡିଏଫଓ ଶ୍ରୀ କର ସୂଚନା ଦେଇଛନ୍ତି। ତେବେ ବାରମ୍ବାର ଶିକାରି ବାରାହା ଶିକାର ପାଇଁ ଫାସ ବସାଯାଉଥିବା ବେଳେ ଏହା ଚିନ୍ତାର ବିଷୟ ପାଲଟିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories