www.samajalive.in
Sunday, December 14, 2025
23.1 C
Bhubaneswar

ରାଇପଙ୍କା ପଞ୍ଚାୟତ ପରିସରରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ବୈଠକ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ଅଞ୍ଚଳ ରାଇପଙ୍କା ପଞ୍ଚାୟତ ପରିସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁଙ୍କ ପରିଚାଳନାରେ ସରପଞ୍ଚ ଅଭିନାଶ ବେଗା ମାଝୀ, ୱାର୍ଡ ସଭ୍ୟ/ସଭ୍ୟା , ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ସମିତିସଭ୍ୟଙ୍କ ଉପସ୍ଥିତରେ ଡେଙ୍ଗୁ ଓ ମ୍ୟାଲେରିଆକୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଶ୍ରୀ ଭୂୟାଁ କହିଛନ୍ତି ପ୍ରତ୍ୟେକ ଗ୍ରାମରେ ଜମି ରହିଥିବା ନାଳ ନର୍ଦ୍ଧମା ପାଣିକୁ ନିଷ୍କାସନ କରିବା ସହ ଅଳିଆ ଆବର୍ଜନାକୁ ଗାଁ ବାହାରେ ନେଇ ଗାତ ଖୋଳି ପୋତିବା ଏବଂ ଜ୍ଵର, କାଶ, ଥଣ୍ଡା ହେଲେ ସରକାରୀ ମେଡିକାଲକୁ ଯାଇ ରକ୍ତ ପରୀକ୍ଷା କରି ସ୍ୱାସ୍ଥ୍ୟ ଯାଞ୍ଚ କରିବା । ସନ୍ଧ୍ୟା ସମୟରେ ଦେହକୁ ସଂପୂର୍ଣ୍ଣ ଆବରଣ ହେଲା ଭଳି ପୋଷାକ ପିନ୍ଧିବା ରାତିରେ ଶୋଇବା ସମୟରେ ମଶାରୀ ଟାଣିବା ସହ ରୋଗକୁ ନ ଲୁଚାଇ ଡାକ୍ତରଙ୍କ ପରାମର୍ଶ ନେଇ ଚିକିସ୍ଥିତ ହେବା ଉଚିତ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories