www.samajalive.in
Saturday, December 6, 2025
23.1 C
Bhubaneswar

ମସ୍କୋରୁ ରାଜନାଥଙ୍କ ଇରାନ୍‍ ଗସ୍ତ

ମସ୍କୋ : ଋଷ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ମସ୍କୋରୁ ଇରାନ୍‍ ଅଭିମୁଖେ ଯାତ୍ରା କରିଛନ୍ତି। ସେ ଇରାନ୍‍ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିଅର୍‍ ଜେନେରାଲ୍‍ ଅମିର ହତାମିଙ୍କ ସହ ଦ୍ୱିପାକ୍ଷିୟ ପ୍ରତିରକ୍ଷା ସମ୍ପର୍କ ଉପରେ ଆଲୋଚନା
କରିବେ। ଶ୍ରୀ ସିଂହ ସାଂଘାଇ ସହଯୋଗ ସଂଗଠନରେ ଯୋଗ ଦେବାକୁ ମସ୍କୋକୁ ୩ଦିନ ଗସ୍ତରେ ଯାଇଥିଲେ। ସାଂଘାଇ ସହଯୋଗ ସଂଗଠନ ବୈଠକ ସମୟରେ ସେ ରୁଷ, ଚୀନ୍‍ ଓ ମଧ୍ୟ ଏସୀୟ ଦେଶଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଆଲୋଚନାକରିଛନ୍ତି।
ମସ୍କୋରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ଚୀନ୍‍ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍‍ ୱେଇ ଫେଙ୍ଘେଙ୍କ ମଧ୍ୟରେ ଭାରତ-ଚୀନ ସୀମା ଘଟଣାବଳୀ ଓ ଭାରତ-ଚୀନ ସଂପର୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ମସ୍କୋରେ ସାଂଘାଇ ସହଯୋଗ ସଂଗଠନ ଶିଖର ବୈଠକରେ ଯୋଗଦେବା ଅବସରରେ ଶୁକ୍ରବାର ଦୁଇ ନେତା ଆଲୋଚନା କରିଥିଲେ।

Hot this week

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

Related Articles

Popular Categories