www.samajalive.in
Monday, December 15, 2025
27.1 C
Bhubaneswar

ପିକ୍‌ନିକ୍‌ ନେଲା ପ୍ରାଣ, ଦଶପଲ୍ଲାରେ ଦୁର୍ଘଟଣା ଜଣେ ମୃତ,୫ ଗୁରୁତର

ଭୁବନେଶ୍ୱର- ଦଶପଲ୍ଲାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏକ ଟ୍ରଲରକୁ ପଛପଟୁ ଭ୍ୟାନ ଧକ୍କା ଦେଇଥିବା ପ୍ରାଥମିକ ସୂଚନା ମିଳିଛି ।

ନୟାଗଡ ଜିଲ୍ଲା ଦଶପଲ୍ଲା ଟାକେରା ନିକଟରେ ଛିଡା ହୋଇଥିବା ଟ୍ରଲରକୁ ଏକ ଭ୍ୟାନ ପଛ ପାଖରୁ ପିଟିଥିଲା । ଦାରିଙ୍ଗିବାଡିରୁ ପିକିନିକ୍‌ ସାରି କଟକ ଆଠଗଡ ଅଞ୍ଚଳକୁ ଭ୍ୟାନ ଟି ଯାଉଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତରଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

- Advertisement -

#samaja #Latest_Odisha_News, #LiveUpdates , #National_News_In_Odia, #WeatherUpdates

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories