କଟକ: ଶିଳ୍ପ ତାଲିମ କେନ୍ଦ୍ର(ଆଇଟିଆଇ) ଛାତ୍ରଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ମଧୁପାଟଣାର ଏକ ଘର ଭିତରୁ ଆଇଟିଆଇ ଛାତ୍ରଙ୍କ ମୃତଦେହକୁ ମଧୁପାଟଣା ଥାନା ପୁଲିସ ଉଦ୍ଧାର କରିଛି। ଛାତ୍ର ଜଣଙ୍କ କେନ୍ଦ୍ରାପଡ଼ାର ହୋଇଥିବାବେଳେ ଖପୁରିଆସ୍ଥିତ ଆଇଟିଆଇରେ ପଢୁଥିଲେ। ମଧୁପାଟଣା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



