www.samajalive.in
Saturday, December 6, 2025
16.1 C
Bhubaneswar

କଟକରେ କର୍ଫ୍ୟୁ: ହାଇଆଲର୍ଟରେ ଦରଘାବଜାର ଓ କଦମ ରସୁଲ

କଟକରୁ ଭବାନୀ ଶଙ୍କର ବାରିକ/ ଭୁବନେଶ୍ବରରୁ ପ୍ରସନଜିତ୍‌ ମାହାଳିକ: କଟକରେ ୧୩ ଥାନା ଅଞ୍ଚଳ ଜାରି ରହିଛି କର୍ଫ୍ୟୁ। ବନ୍ଦ ରହିଛି ସାମାଜିକ ଗଣମାଧ୍ୟମ ଓ ଇଣ୍ଟରନେଟ୍‌ ସେବା। ସହରସାରା ଛାଇ ରହିଛନ୍ତି ପୁଲିସ। ଶୂନ୍‌ଶାନ୍‌ ଭାଇଚାରାର ସହର। ହାଇଆଲର୍ଟରେ ରହିଛି ଦରଘାବଜାର ଓ କଦମ ରସୁଲ ଅଞ୍ଚଳ। ଏହି ଦୁଇ ଅଞ୍ଚଳକୁ ବରିଷ୍ଠ ପୁଲିସ ଅଧିକାରୀମାନେ ନଜରରେ ରଖିଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories