www.samajalive.in
Saturday, December 13, 2025
21.1 C
Bhubaneswar

ବାଲେଶ୍ବରରେ ସହରରେ ୬ ଘଣ୍ଟା ପାଇଁ କର୍ଫୁ କୋହଳ

ବାଲେଶ୍ବର: ବାଲେଶ୍ବର ସହରରେ ୬ ଘଣ୍ଟା ପାଇଁ କର୍ଫୁ କୋହଳ କରାଯାଇଛି। ଆସନ୍ତାକାଲି ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କର୍ଫୁ କୋହଳ କରାଯିବାନୁ ନିଷ୍ପତ୍ତି ନିଆଯାଇଛି।ସହରରେ ବସବାସ କରୁଥିବା ଜନସାଧାରଣ ଅତ୍ୟବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ କର୍ଫୁ କୋହଳ କରାଯିବ। ବାଲେଶ୍ବର ସହରରେ କର୍ଫୁ କୋହଳ ନେଇ ଜିଲାପାଳ ଏକ୍ସ(ଟ୍ବିଟର) ଜରିଆରେ ସୂଚନା ଦେଇଛନ୍ତି।

ବାଲେଶ୍ବର ପୌର ପରିଷଦ ଅଧୀନରେ ଥିବା  ସମସ୍ତ ଅଞ୍ଚଳରେ କର୍ଫ୍ୟୁ ୨୧.୦୬.୨୦୨୪ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସାଧାରଣ ଲୋକ ସେମାନଙ୍କ ଦୈନନ୍ଦିନ ଆବଶ୍ୟକ ଜିନିଷପତ୍ର କିଣାକିଣି ପାଇଁ ସକାଳ ୬ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବଧି ମଧ୍ୟରେ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ / ରୁଟିନ୍ ସେବାଗୁଡିକ କାର୍ଯ୍ୟ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି।

- Advertisement -

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories