ଜୟପୁର : କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ. ରାମବ୍ରହ୍ମ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗୁରୁବାର ଏ ସମ୍ପର୍କରେ ଜଣାପଡିବା ପରେ ଶୁକ୍ରବାର ଅନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି। ତିନିଦିନ ପାଇଁ ଅନୁଷ୍ଠାନକୁ ବିଶୋଧନ କରାଯିବ। କୁଳପତି ଗୁରୁବାର ଠାରୁ ୧୪ଦିନ ପାଇଁ ଗୃହ ସଙ୍ଗରୋଧରେ ରହିବେ ବୋଲି ରେଜିଷ୍ଟାରଙ୍କ ସୂତ୍ରରୁ ଜଣାପଡିଛି।
କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ କରୋନା
Popular Categories



