କଟକ : ମହିଳା ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ସଦର ଥାନା ଫୁଲନଖରା ଅଞ୍ଚଳର ସରକାରୀ ଡାକ୍ତରଖାନାରେ ଏହି ଅସଦାଚରଣ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ପବ୍ଲିକ୍ ହେଲ୍ଥ ମ୍ୟାନେଜର ନିଶିଥ୍ ସାହୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ଘଟଣାକୁ ନେଇ ଅତିରିକ୍ତ ଅର୍ବାନ ପ୍ରାଇମେରୀ ହେଲଥ୍ ଅଫିସରଙ୍କୁ ଜଣାଇଥିଲେ ମାତ୍ର କାର୍ଯ୍ୟାନୁଷ୍ଠାନ ନ ହେବାରୁ ସଦର ଥାନାରେ ଏତଲା ପରେ ଗିରଫ କରାଯାଇ ତଦନ୍ତ ଜାରି ରହିଛି ।
ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..
ଦେଖନ୍ତୁ ଭିଡିଓ .. ମାନବିକତା ଦେଖାଇଲେ ଟ୍ରାଫିକ୍ ପୁଲିସ; ମୃତ୍ୟୁ ମୁହଁରୁ ରକ୍ଷା କଲେ କାର୍ ଚାଳକଙ୍କ ଜୀବନ..
ଦେଖନ୍ତୁ ଭିଡିଓ; ଡେଲିଭରି ବଏକୁ ଚାପୁଡା ପରେ ଚାପୁଡା ମାରିଲେ, ଜାଣନ୍ତୁ କାରଣ..



