www.samajalive.in
Friday, December 12, 2025
15.1 C
Bhubaneswar

କାଶ୍ମୀରରେ ସିଆର୍‌ପିଏଫ୍‌ ଜବାନଙ୍କ ସାହାସିକତା, ଦେଖନ୍ତୁ ଭିଡିଓ

ଶ୍ରୀନଗର .- କାଶ୍ମୀରରେ ସିଆର୍‌ପିଏଫ୍‌ ଜବାନମାନେ ସାହାସିକତା ଦେଖାଇ ଜଣେ ନାବାଳିକାର ଜୀବନ ରକ୍ଷା କରିଛନ୍ତି । ୧୭୬ ସିଆରପିଏଫ୍‌ ତଙ୍ଗମର୍ଗ କମ୍ପାନୀର ଜବାନମାନେ ପ୍ରଖର ସ୍ରୋତ ନଦୀ ମଧ୍ୟରେ ଜଣେ ୧୪ ବର୍ଷୀୟା ନାବାଳିକା ଭାସିଯାଉଥିବା ଦେଖିଥିଲେ । ଜବାନ ଏମ୍‌ଜି ନାଇଡୁ ଓ ଏନ୍‌ ଉପେନ୍ଦ୍ର କୌଣସି ଚିନ୍ତା ନକରି ନଦୀ ମଧ୍ୟକୁ ଡେଇଁ ପଡିଥିଲେ । ସେମାନେ ଏହି ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି। ଜବାନମାନଙ୍କର ଏହି କାମକୁ ସମସ୍ତେ ପ୍ରଶଂସା କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories