ନୂଆଦିଲ୍ଲୀ : ବିଶ୍ୱକପ୍ କ୍ରିକେଟ୍। ଆଜି ଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ମୁକାବିଲା। ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିବା ନେଇ ନିଷ୍ପତ୍ତି ନେଇଛି। ଭାରତ ଫିଲଡିଂ କରିବ। ଭାରତୀୟ ଦଳରେ ଶାର୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଛି। ଏହାସହ ଚୂଡାନ୍ତ ଦଳରେ ଅଶ୍ୱିନଙ୍କ ସ୍ଥାନରେ ଶାର୍ଦୁଳ ସାମିଲ ହୋଇଛନ୍ତି।
Popular Categories



