ଓଡିଶାରେ କରୋନା ; ନୂଆ ସଂକ୍ରମିତ ୮୫୨
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୮୧,ସଙ୍ଗରୋଧରୁ ୪୯୫,ସ୍ଥାନୀୟ ୩୫୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯,୮୯୮ରେ ପହଞ୍ଚିଛି। ୧୨,୬୧,୪୬୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୯,୪୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 15th Feb
New Positive Cases: 852
Of which 0-18 years: 181
In quarantine: 495
Local contacts: 357(Details of local contacts will be shared by concerned District)
1. Angul: 16
2. Balasore: 25
3. Bargarh: 11
4. Bhadrak: 16
5. Balangir: 7
6. Boudh: 12— I & PR Department, Odisha (@IPR_Odisha) February 16, 2022
23. Nawarangpur: 20
24. Nayagarh: 17
25. Nuapada: 25
26. Puri: 11
27. Rayagada: 13
28. Sambalpur: 39
29. Sonepur: 10
30. Sundargarh: 89
31. State Pool: 25New recoveries: 1671
Cumulative tested: 28595269
Positive: 1279898
Recovered: 1261467
Active cases: 9433— I & PR Department, Odisha (@IPR_Odisha) February 16, 2022
୩୦ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୬,ବାଲେଶ୍ୱର ୨୫,ବରଗଡ ୧୧, ଭଦ୍ରକ ୧୬, ବଲାଙ୍ଗୀର ୭, ବୌଦ୍ଧ ୧୨, କଟକ ୬୪, ଦେଓଗଡ ୧୭, ଢେଙ୍କାନାଳ ୧୭, ଗଜପତି ୩୩, ଗଞ୍ଜାମ ୯, ଜଗତସିଂହପୁର ୨୮, ଯାଜପୁର ୪୦,ଝାରସୁଗୁଡା ୧୦, କଳାହାଣ୍ଡି ୧୧, କନ୍ଧମାଳ ୨୬, କେନ୍ଦ୍ରାପଡା ୧୪, କେନ୍ଦୁଝର ୧୫, ଖୋର୍ଦ୍ଧା ୧୧୩, କୋରାପୁଟ ୯୦, ମାଲକାନଗିରି ୩, ମୟୁରଭଞ୍ଜ ୨୬, ନବରଙ୍ଗପୁର ୨୦, ନୟାଗଡ ୧୭, ନୂଆପଡା ୨୫,ପୁରୀ ୧୧, ରାୟଗଡା ୧୩, ସମ୍ବଲପୁର ୩୯, ସୋନପୁର ୧୦, ସୁନ୍ଦରଗଡ ୮୯, ଷ୍ଟେଟ ପୁଲରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.