www.samajalive.in
Saturday, December 6, 2025
26.1 C
Bhubaneswar

ଓଡିଶାରେ କରୋନା ; ନୂଆ ସଂକ୍ରମିତ ୮୫୨

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ହଜାରରେ ସୀମିତ ରହୁଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୮୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୮୧,ସଙ୍ଗରୋଧରୁ ୪୯୫,ସ୍ଥାନୀୟ ୩୫୭। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୯,୮୯୮ରେ ପହଞ୍ଚିଛି। ୧୨,୬୧,୪୬୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୯,୪୩୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲା ଓ ଷ୍ଟେଟପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୬,ବାଲେଶ୍ୱର ୨୫,ବରଗଡ ୧୧, ଭଦ୍ରକ ୧୬, ବଲାଙ୍ଗୀର ୭, ବୌଦ୍ଧ ୧୨, କଟକ ୬୪, ଦେଓଗଡ ୧୭, ଢେଙ୍କାନାଳ ୧୭, ଗଜପତି ୩୩, ଗଞ୍ଜାମ ୯, ଜଗତସିଂହପୁର ୨୮, ଯାଜପୁର ୪୦,ଝାରସୁଗୁଡା ୧୦, କଳାହାଣ୍ଡି ୧୧, କନ୍ଧମାଳ ୨୬, କେନ୍ଦ୍ରାପଡା ୧୪, କେନ୍ଦୁଝର ୧୫, ଖୋର୍ଦ୍ଧା ୧୧୩, କୋରାପୁଟ ୯୦, ମାଲକାନଗିରି ୩, ମୟୁରଭଞ୍ଜ ୨୬, ନବରଙ୍ଗପୁର ୨୦, ନୟାଗଡ ୧୭, ନୂଆପଡା ୨୫,ପୁରୀ ୧୧, ରାୟଗଡା ୧୩, ସମ୍ବଲପୁର ୩୯, ସୋନପୁର ୧୦, ସୁନ୍ଦରଗଡ ୮୯, ଷ୍ଟେଟ ପୁଲରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories