ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକା!
ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ ଟୀକା ଦିଆଯାଇପାରେ ବୋଲି ଏନଟିଏଜିଆଇର କୋଭିଡ-୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡ.ଏନ.କେ.ଆରୋରାଙ୍କ ସୂଚନା ଦେଇଛନ୍ତି। ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟୀକାକରଣ ସରିଯିବା ନେଇ ଏନଟିଏଜିଆଇର କୋଭିଡ-୧୯ ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡ.ଏନ.କେ.ଆରୋରା ଆଶା ପ୍ରକାଶ କରିଛନ୍ତି।
Comments are closed.