ଭୁବନେଶ୍ବର: ଆଜି ରାଜ୍ୟରେ ୧୦୬୩୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬୨୩୬୨୮କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୨୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ୯୩୭, ସୁନ୍ଦରଗଡ଼ ୮୩୦, ଯାଜପୁର ୭୫୪, ଅନୁଗୁଳ ୫୦୩, ସମ୍ବଲପୁର ୪୯୪, ପୁରୀ ୪୭୨, ଭଦ୍ରକ ୪୪୨, ମୟୂରଭଞ୍ଜ ୪୩୮, ବରଗଡ଼ ୩୯୫, ବାଲେଶ୍ବର ୩୫୪, ଝାରସୁଗୁଡ଼ା ୩୪୦, ବଲାଙ୍ଗିର ୨୮୯, ନବରଙ୍ଗପୁର ୨୭୧, କୋରାପୁଟ ୨୭୦, ନୟାଗଡ଼ ୨୬୫, ଢେଙ୍କାନାଳ ୨୬୩, ସୋନପୁର ୨୫୪, ଗଞ୍ଜାମ ୨୪୨, ବୌଦ୍ଧ ୨୪୨, ନୂଆପଡ଼ା ୨୧୮, ଜଗତସିଂହପୁର ଷ୍ଟେଟପୁଲ ୨୦୦, ୧୯୯, ରାୟଗଡ଼ା ୧୬୯, କେନ୍ଦୁଝର ୧୬୭, କେନ୍ଦ୍ରାପଡ଼ା ୧୫୩, କଳାହାଣ୍ଡି ୧୨୩, ଦେବଗଡ଼ ୧୦୬, କନ୍ଧମାଳ ୮୧, ଗଜପତି ୭୦, ମାଲକାଗନିରି ୬୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୬୩୫ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୨୩୬୨୮କୁ ବୃଦ୍ଧି
Popular Categories



