ଆଜି ରାଜ୍ୟରେ ୭୩୮ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯୯୪୬୩୯କୁ ବୃଦ୍ଧି
ଭୁବନେଶ୍ବର: ଆଜି ରାଜ୍ୟରେ ୭୩୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୯୪୬୩୯କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧୯ ଏବଂ କଟକ ଜିଲାରୁ ୧୧୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବର ୫୨, ଷ୍ଟେଟପୁଲ ୪୮, ପୁରୀ ୩୯, ଜଗତସିଂହପୁର ୩୩, ଯାଜପୁର ୩୨, ମୟୂରଭଞ୍ଜ ୩୧, କେନ୍ଦ୍ରାପଡ଼ା ୨୪, ଅନୁଗୁଳ ୨୩, ସମ୍ବଲପୁର ୨୦, କେନ୍ଦୁଝର ୧୯, ଢେଙ୍କାନାଳ ୧୦, ନୟାଗଡ଼ ୧୦, ଦେବଗଡ଼ ୯, ଗଞ୍ଜାମ ୯, ଭଦ୍ରକ ୮, କୋରାପୁଟ ୮, ବରଗଡ଼ ୬, ସୁନ୍ଦରଗଡ଼ ୬, ଝାରସୁଗୁଡ଼ା ୪, ମାଲକାନଗିରି ୪, ଗଜପତି ୩, କଳାହାଣ୍ଡି ୩, ବୌଦ୍ଧ ୨ ସମେତ କନ୍ଧମାଳ, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।
Another 738 Covid patients have recovered and are being discharged on 02.09.2021
219 from Khordha
113 from Cuttack
52 from Baleswar
39 from Puri
33 from Jagatsinghpur
32 from Jajapur
31 from Mayurbhanj
24 from Kendrapara
23 from Anugul
20 from Sambalpur
19 from Keonjhar— H & FW Dept Odisha (@HFWOdisha) September 2, 2021
10 from Dhenkanal
10 from Nayagarh
9 from Deogarh
9 from Ganjam
8 from Bhadrak
8 from Koraput
6 from Bargarh
6 from Sundargarh
4 from Jharsuguda
4 from Malkangiri
3 from Gajapati
3 from Kalahandi
2 from Boudh
1 from Kandhamal
1 from Nuapada
1 from Rayagada
48 from State Pool— H & FW Dept Odisha (@HFWOdisha) September 2, 2021
The total recovered cases of Odisha now stand at 994639
— H & FW Dept Odisha (@HFWOdisha) September 2, 2021
Comments are closed.