ଓଡିଶାରେ କରୋନା ; ୩ ହଜାର ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ଗତ ମାସ ଅପେକ୍ଷା ହ୍ରାସ ପାଇଥିବା ବେଳେ ୨୪ ଘଣ୍ଟାରେ ଆଉ ୩ ହଜାର ୪୫୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୪୩୬, ସଙ୍ଗରୋଧରୁ ୨୦୧୨ ଓ ସ୍ଥାନୀୟ ସଂକ୍ରମିତ ୧୪୩୮।
ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୫,୭୭୬ରେ ପହଞ୍ଚିଛି। ୧୨,୦୯,୩୧୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭,୭୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 1st Feb
New Positive Cases: 3450
Of which 0-18 years: 436
In quarantine: 2012
Local contacts: 1438(Details of local contacts will be shared by concerned District)
1. Angul: 152
2. Balasore: 105
3. Bargarh: 82
4. Bhadrak: 52
5. Balangir: 103
6. Boudh: 53— I & PR Department, Odisha (@IPR_Odisha) February 2, 2022
23. Nawarangpur: 99
24. Nayagarh: 125
25. Nuapada: 181
26. Puri: 72
27. Rayagada: 36
28. Sambalpur: 131
29. Sonepur: 21
30. Sundargarh: 287
31. State Pool: 145New recoveries: 7767
Cumulative tested: 27745522
Positive: 1255776
Recovered: 1209313
Active cases: 37762— I & PR Department, Odisha (@IPR_Odisha) February 2, 2022
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୧୪। ଅନୁଗୁଳରୁ ୧୫୨,ବାଲେଶ୍ୱର ୧୦୫, ବରଗଡ ୮୨, ଭଦ୍ରକ ୫୨, ବଲାଙ୍ଗୀର ୧୦୩, ବୌଦ୍ଧ ୫୩, କଟକ ୨୦୨, ଦେଓଗଡ ୭୧, ଢେଙ୍କାନାଳ ୩୫, ଗଜପତି ୭୩, ଗଞ୍ଜାମ ୬୪, ଜଗତସିଂହପୁର ୬୪, ଯାଜପୁର ୭୩, ଝାରସୁଗୁଡା ୫୫, କଳାହାଣ୍ଡି ୬୩, କନ୍ଧମାଳ ୪୪, କେନ୍ଦ୍ରାପଡା ୬୦, କେନ୍ଦୁଝର ୩୯, କୋରାପୁଟ ୫୩, ମାଲକାନଗିରି ୧୬, ମୟୁରଭଞ୍ଜ ୧୮୦, ନବରଙ୍ଗପୁର ୯୯,ନୟାଗଡ ୧୨୫, ନୂଆପଡା ୧୮୧, ପୁରୀ ୭୨, ରାୟଗଡା ୩୬, ସମ୍ବଲପୁର ୧୩୧, ସୋନପୁର ୨୧, ସୁନ୍ଦରଗଡ ୨୮୭, ଷ୍ଟେଟ ପୁଲରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.