ଓଡିଶାରେ ଚିହ୍ନଟ ହେଲେ ଆଉ ୧୧୩୦ ନୂଆ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ୧୧ଶହ ପାର କରିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୩୦ ନୂଆ ସଂକ୍ରମିତ। ଜନ୍ମରୁ ୧୮ ବର୍ଷରୁ ମଧ୍ୟରେ ୧୪୩,ସଙ୍ଗରୋଧରୁ ୬୬୨,ସ୍ଥାନୀୟ ୪୬୮।
Covid-19 Report For 22nd July
New Positive Cases: 1130
Of which 0-18 years: 143
In quarantine: 662
Local contacts: 468(Details of local contacts will be shared by concerned District)
1. Angul: 2
2. Balasore: 25
3. Bargarh: 23
4. Bhadrak: 14
5. Balangir: 17
6. Boudh: 1— I & PR Department, Odisha (@IPR_Odisha) July 23, 2022
23. Nawarangpur: 9
24. Nayagarh: 33
25. Nuapada: 16
26. Puri: 14
27. Rayagada: 14
28. Sambalpur: 106
29. Sonepur: 18
30. Sundargarh: 225
31. State Pool: 47New recoveries: 1029
Cumulative tested: 32480112
Positive: 1305499
Recovered: 1288970
Active cases: 7345— I & PR Department, Odisha (@IPR_Odisha) July 23, 2022
୩୦ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨, ବାଲେଶ୍ୱର ୨୫, ବରଗଡ ୨୩, ଭଦ୍ରକ ୧୪, ବଲାଙ୍ଗୀର ୧୭, ବୌଦ୍ଧ ୧, କଟକ ୧୧୧, ଦେଓଗଡ ୩, ଢେଙ୍କାନାଳ ୩,ଗଜପତି ୫, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୩୬, ଝାରସୁଗୁଡା ୨୫, କଳାହାଣ୍ଡି ୯, କନ୍ଧମାଳ ୧୭, କେନ୍ଦ୍ରାପଡା ୧୮, କେନ୍ଦୁଝର ୧୧,ଖୋର୍ଦ୍ଧା ୨୦୯, କୋରାପୁଟ ୧୧,ମାଲକାନଗିରି ୧,ମୟୁରଭଞ୍ଜ ୯୩, ନବରଙ୍ଗପୁର ୯, ନୟାଗଡ ୩୩, ନୂଆପଡା ୧୬, ପୁରୀ ୧୪,ରାୟଗଡା ୧୪, ସମ୍ବଲପୁର ୧୦୬, ସୋନପୁର ୧୮, ସୁନ୍ଦରଗଡ ୨୨୫, ଷ୍ଟେଟ ପୁଲରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୫,୪୯୯କୁ ବୃଦ୍ଧି ପାଇଛି। ୧୨,୮୮,୯୭୦ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୭ ହଜାର ୩୪୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.