www.samajalive.in
Tuesday, December 9, 2025
15.1 C
Bhubaneswar

ୱାଇସିଡିଏ ପକ୍ଷରୁ ମିଶନ କୋଭିଡ-୧୯

ବଲାଙ୍ଗିର : ଆସନ୍ତା ମେ ମାସ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଶେଷ ହେଉଥିବା ବେଳେ ଏହାକୁ ନେଇ ଗାଁ ଗାଁରେ ୱାଇସିଡିଏ ପକ୍ଷରୁ ମିଶନ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସ୍ଥାନୀୟ ଆଟଗାଁରେ ମାକ୍ସ ବଣ୍ଟନ କରାଯିବା ସହ ସରକାରଙ୍କ ଗାଇଡଲାଇନ ସମ୍ପର୍କରେ ଲୋକଙ୍କୁ ବୁଝାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ସଂଯୋଜିକା ଶୁଭ୍ରତା ଜେନା, ଜିଲା ସଂଯୋଜିକା ଆନନ୍ଦିନୀ ରଥ ଉପସ୍ଥିତ ଥିବା ବେଳେ ଆଟଗାଁର ସ୍ୱାସ୍ଥ୍ୟ କର୍ମୀ ଗୀତା ପଟେଲ, ୱାର୍ଡ ସଭ୍ୟ ମନୋରଞ୍ଜନ ଭୋଇ, ୱାଇସିଡିଏ ଆଞ୍ଚଳିକ କ୍ଷେତ୍ର କର୍ମୀ ବିଳାସିନୀ ପାତ୍ର, ରୀତା ଭୋଇ, ରୁଦ୍ର ବଗର୍ତ୍ତୀ ପରିଚାଳନାରେ ସହଯୋଗ  କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories