www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ମୃତ୍ୟୁ ସରକାରୀ ହିସାବଠାରୁ ୩ଗୁଣା ଅଧିକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବିଶ୍ବରେ ଯେତିକି ସଂଖ୍ୟକ ​‌େ​‌ଲାକ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ଭାବେ ହିସାବ ଦିଆଯାଇଛି ତାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ସରକାରୀ ଭାବେ ବିଭିନ୍ନ ରାଷ୍ଟ୍ର କରୋନା ମୃତ୍ୟୁକୁ ନେଇ ଯେଉଁ ତଥ୍ୟ ଦେଇଛନ୍ତି ବାସ୍ତବତା ତା’ଠାରୁ ତିନିଗୁଣା ଅଧିକ। ସରକାରୀ ତଥ୍ୟ ଅନୁଯାୟୀ ୨୦୨୦ ଜାନୁଆରୀ ୧ରୁ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ବିଶ୍ବରେ ପ୍ରାୟ ୬୦ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି। ଏକ ଅନୁଧ୍ୟାନ ଅନୁଯାୟୀ ଏହି ମୃତ୍ୟୁସଂଖ୍ୟା ୩ଗୁଣା ଅଧିକ ଅର୍ଥାତ୍ ୧କୋଟି ୮୦ ଲକ୍ଷ। କରୋନା ମୃତ୍ୟୁ ତଥ୍ୟକୁ ଠିକ୍ ଭାବେ ରିପୋର୍ଟିଂ କରାଯାଇ ନାହିଁ। ତାଲାବନ୍ଦ ଯୋଗୁଁ ଅନେକ ସ୍ବାସ୍ଥ୍ୟସେବା ନ ପାଇ ପ୍ରାଣ ହରାଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories