www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ; ଚିକିତ୍ସାଧୀନ ୧୩,୯୧୯

ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ହେବ କରୋନା ଆକ୍ରାଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୫୫ ଓ ୬୧୯ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ୨,୮୦,୫୫୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୯୧୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୭୫ ଓ କଟକରୁ ୧୨୦। ଅନୁଗୁଳରୁ ୭୬, ବାଲେଶ୍ୱର ୭୮, ବରଗଡ ୬୮, ଭଦ୍ରକ ୧୯, ବଲାଙ୍ଗୀର ୮୯, ବୌଦ୍ଧ ୫, ଦେଓଗଡ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୩୩, ଜଗତସିଂହପୁର ୬୭, ଯାଜପୁର ୩୯, ଝାରସୁଗୁଡା ୩୯, କଳାହାଣ୍ଡି ୩୬, କନ୍ଧମାଳ ୧୯, କେନ୍ଦ୍ରାପଡା ୫୬, କେନ୍ଦୁଝର ୬୯, କୋରାପୁଟ ୨୩, ମାଲକାନଗିରି ୨୯, ମୟୁରଭଞ୍ଜ ୫୨, ନବରଙ୍ଗପୁର ୩୦, ନୟାଗଡ଼ ୨୦, ନୂଆପଡା ୪୬, ପୁରୀ ୭୩, ରାୟଗଡା ୭, ସମ୍ବଲପୁର ୩୭, ସୋନପୁର ୫, ସୁନ୍ଦରଗଡ଼ ୧୦୪, ଷ୍ଟେଟପୁଲ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories