ରାଜ୍ୟରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ; ଚିକିତ୍ସାଧୀନ ୧୩,୯୧୯
ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ହେବ କରୋନା ଆକ୍ରାଙ୍କ ସଂଖ୍ୟା ୧୫୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୪୭୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୫୫ ଓ ୬୧୯ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ୨,୮୦,୫୫୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୯୧୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 3rd November
New Positive Cases: 1474
In Quarantine: 855
Local Contacts: 619(Details of local contacts will be shared by concerned District Administration)
District Wise Cases:
1. Angul: 76
2. Balasore: 78
3. Bargarh: 68
4. Bhadrak: 19
5. Balangir: 89— I & PR Department, Odisha (@IPR_Odisha) November 4, 2020
22. Mayurbhanj: 52
23. Nawarangpur: 30
24. Nayagarh: 20
25. Nuapada: 46
26. Puri: 73
27. Rayagada: 7
28. Sambalpur: 37
29. Sonepur: 5
30. Sundargarh: 104
31. State Pool: 30New recoveries: 1462
Cumulative tested: 4736246
Positive: 295889
Recovered: 280553
Active cases: 13919— I & PR Department, Odisha (@IPR_Odisha) November 4, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୭୫ ଓ କଟକରୁ ୧୨୦। ଅନୁଗୁଳରୁ ୭୬, ବାଲେଶ୍ୱର ୭୮, ବରଗଡ ୬୮, ଭଦ୍ରକ ୧୯, ବଲାଙ୍ଗୀର ୮୯, ବୌଦ୍ଧ ୫, ଦେଓଗଡ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୩୩, ଜଗତସିଂହପୁର ୬୭, ଯାଜପୁର ୩୯, ଝାରସୁଗୁଡା ୩୯, କଳାହାଣ୍ଡି ୩୬, କନ୍ଧମାଳ ୧୯, କେନ୍ଦ୍ରାପଡା ୫୬, କେନ୍ଦୁଝର ୬୯, କୋରାପୁଟ ୨୩, ମାଲକାନଗିରି ୨୯, ମୟୁରଭଞ୍ଜ ୫୨, ନବରଙ୍ଗପୁର ୩୦, ନୟାଗଡ଼ ୨୦, ନୂଆପଡା ୪୬, ପୁରୀ ୭୩, ରାୟଗଡା ୭, ସମ୍ବଲପୁର ୩୭, ସୋନପୁର ୫, ସୁନ୍ଦରଗଡ଼ ୧୦୪, ଷ୍ଟେଟପୁଲ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.