www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା ; ଦିନକରେ ପଜିଟିଭ ୧୨୮୨

ଭୁବନେଶ୍ୱର : ରାଜ୍ୟରେ ପୁଣି ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ । ଗତକିଛି ଦିନ ମଧ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୨୪ ଘଣ୍ଟାରେ ୧୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୫୫ , ସ୍ଥାନୀୟ ୫୨୭ । ମୋଟ ପଜିଟିଭ ସଂଖ୍ୟା ୩,୪୬,୮୦୮କୁ ବୃଦ୍ଧି ପାଇଛି। ୩,୩୮,୮୯୦ ସୁସ୍ଥ ହୋଇଥିବା ବେଳେ ୫୯୪୧ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ରାଜ୍ୟରେ ଗଞ୍ଜାମରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧୯୨୪ରେ ପହଞ୍ଚିଛି।

- Advertisement -


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡରୁ ସର୍ବାଧିକ ୨୨୪ ଓ ଖୋର୍ଦ୍ଧାରୁ ୧୯୨, କଳାହାଣ୍ଡିରୁ ୧୦୮। ଅନୁଗୁଳ ୪୯, ବାଲେଶ୍ୱର ୧୦, ବରଗଡ ୮୪, ଭଦ୍ରକ ୨୪, ବଲାଙ୍ଗୀର ୪୫, କଟକ ୬୩, ଦେଓଗଡ ୩, ଢେଙ୍କାନାଳ ୨, ଗଜପତି ୧, ଗଞ୍ଜାମ ୩୨, ଜଗତସିଂହପୁର ୩, ଯାଜପୁର ୨୬, ଝାରସୁଗୁଡା ୩୬, କନ୍ଧମାଳ ୭, କେନ୍ଦ୍ରାପଡା ୬, କେନ୍ଦୁଝର ୬, କୋରାପୁଟ ୮, ମୟୁରଭଞ୍ଜ ୫୨, ନବରଙ୍ଗପୁର ୨୭, ନୟାଗଡ ୧୦, ନୂଆପଡା ୮୨, ପୁରୀ ୨୮ , ରାୟଗଡା ୧୫, ସମ୍ବଲପୁର ୮୨, ସୋନପୁର ୧୨, ଷ୍ଟେଟ ପୁଲରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories