ରାଜ୍ୟରୁ ୨୧୦ କରୋନା ପଜିଟିଭ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର : ରାଜ୍ୟରେ ପୁଣି ବୃଦ୍ଧି ପାଉଛି ପୁଣି ସଂକ୍ରମଣ । ଦିନକରେ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୪ , ସ୍ଥାନୀୟ ୮୬। ମୋଟ ପଜିଟିଭ ୩,୩୯,୯୦୪ରେ ପହଞ୍ଚିଛି। ୩,୩୬,୪୮୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୪୯ ସକ୍ରିୟ ଆକ୍ରାନ୍ତ ଚିିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 26th March
New positive Cases: 210
In quarantine: 124
Local contacts: 86(Details of local contacts will be shared by concerned District Administration)
District Wise Cases:
1. Angul: 7
2. Balasore: 6
3. Bargarh: 8
4. Balangir: 12
5. Cuttack: 19— I & PR Department, Odisha (@IPR_Odisha) March 27, 2021
20. Sambalpur: 11
21. Sundargarh: 12
22. State Pool: 12New recoveries: 73
Cumulative tested: 8949599
Positive: 339904
Recovered: 336482
Active cases: 1449— I & PR Department, Odisha (@IPR_Odisha) March 27, 2021
୨୧ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୧ ଓ ନୂଆପଡାରୁ ୨୩ । କଟକ ୧୯, ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି, ଷ୍ଟେଟ ପୁଲରୁ ୧୨ ଲେଖାଏଁ , ସମ୍ବଲପୁର ୧୧, ଅନୁଗୁଳ ୭, ବାଲେଶ୍ୱର ୬, ବରଗଡ ୮, ଢେଙ୍କାନାଳ ୧, ଗଞ୍ଜାମ ୩, ଯାଜପୁର, ମୟୁରଭଞ୍ଜରୁ ୮ଲେଖାଏଁ , ଝାରସୁଗୁଡା ୪, କେନ୍ଦ୍ରାପଡା ୨, କେନ୍ଦୁଝର ୧, ନବରଙ୍ଗପୁର ୧, ନୟାଗଡ ୨, ପୁରୀ ୫, ରାୟଗଡା ୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.