ଆଶ୍ୱସ୍ତି ଦେଉଛି ହ୍ରାସ କରୋନା ପଜିଟିଭ ସଂଖ୍ୟା ; ନୂଆ ଆକ୍ରାନ୍ତ ୧୨୦୧, ସ୍ଥାନୀୟ ୫୦୪
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ୧ହଜାର ୨୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୪ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୪୧୫ରେ ପହଞ୍ଚିଛି। ୨,୭୯,୦୯୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩,୯୧୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 2nd November
New Positive Cases: 1201
In quarantine: 697
Local Contacts: 504(Details of local contacts will be shared by concerned District Administration)
District Wise Cases:
1. Angul: 49
2. Balasore: 48
3. Bargarh: 58
4. Bhadrak: 27
5. Balangir: 52— I & PR Department, Odisha (@IPR_Odisha) November 3, 2020
22. Mayurbhanj: 73
23. Nawarangpur: 24
24. Nayagarh: 14
25. Nuapada: 57
26. Puri: 43
27. Rayagada: 15
28. Sambalpur: 31
29. Sonepur: 24
30. Sundargarh: 67
31. State Pool: 24New recoveries: 1527
Cumulative tested: 4687272
Positive: 294415
Recovered: 279091
Active cases: 13919— I & PR Department, Odisha (@IPR_Odisha) November 3, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୩୨ ଓ କଟକରୁ ୬୯। ଅନୁଗୁଳରୁ ୪୯, ବାଲେଶ୍ୱର ୪୮, ବରଗଡ ୫୮, ଭଦ୍ରକ ୨୭, ବଲାଙ୍ଗୀର ୫୨, ବୌଦ୍ଧ ୮, ଦେଓଗଡ ୫, ଢେଙ୍କାନାଳ ୧୪, ଗଜପତି ୨, ଗଞ୍ଜାମ ୬୧, ଜଗତସିଂହପୁର ୭୩, ଯାଜପୁର ୨୮, ଝାରସୁଗୁଡ଼ା ୩୫, କଳାହାଣ୍ଡି ୨୬, କନ୍ଧମାଳ ୯, କେନ୍ଦ୍ରାପଡ଼ା ୪୩, କେନ୍ଦୁଝର ୩୨, କୋରାପୁଟ ୨୮, ମାଲକାନଗିରି ୩୦, ମୟୁରଭଞ୍ଜ ୭୩, ନବରଙ୍ଗପୁର ୨୪, ନୟାଗଡ ୧୪, ନୂଆପଡ଼ା ୫୭, ପୁରୀ ୪୩, ରାୟଗଡ଼ା ୧୫, ସମ୍ବଲପୁର ୩୧, ସୋନପୁର ୨୪, ସୁନ୍ଦରଗଡ଼ ୬୭, ଷ୍ଟେଟ ପୁଲରୁ ୨୪ ଚିହ୍ନଟ ହୋଇଛନ୍ତି।
Comments are closed.