ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର : ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ଆଉ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୩, ସ୍ଥାନୀୟ ୩୮। ମୋଟ ପଜିଟିଭ ସଂଖ୍ୟା ୩,୩୭,୬୨୦କୁ ବୃଦ୍ଧି ପାଇଛି। ୩,୩୪,୮୩୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।୮୧୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 4th March
New Positive Cases: 91
In quarantine: 53
Local contacts: 38(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 12
3. Bhadrak: 9
4. Balangir: 1
5. Boudh: 1
6. Cuttack: 1— I & PR Department, Odisha (@IPR_Odisha) March 5, 2021
17. Sambalpur: 14
18. Sundargarh: 13
19. State Pool: 2New recoveries: 71
Cumulative tested: 8427174
Positive: 337620
Recovered: 334838
Active cases: 812— I & PR Department, Odisha (@IPR_Odisha) March 5, 2021
୧୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୪, ସୁନ୍ଦରଗଡ ୧୩, ବାଲେଶ୍ୱର ୧୨ ଓ ଖୋର୍ଦ୍ଧାରୁ ୧୦ ଆକ୍ରାନ୍ତ। ଅନୁଗୁଳରୁ ୧, ଭଦ୍ରକ ୯, ବଲାଙ୍ଗୀର ୧, ବୌଦ୍ଧ ୧, କଟକ ୧, ଦେଓଗଡ ୧, ଗଞ୍ଜାମ ୩, ଜଗତସିଂହପୁର ୨, ଯାଜପୁର ୬, ଝାରସୁଗୁଡା ୩, ମୟୁରଭଞ୍ଜ ୬, ନବରଙ୍ଗପୁର ୨,ପୁରୀ ୩, ରାୟଗଡା ୧, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.