ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩ଲକ୍ଷ ୨୫ ହଜାର ; ନୂଆ ଆକ୍ରାନ୍ତ ୩୫୬
ଭୁବନେଶ୍ୱର : ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ସହ ମୋଟ ଆକ୍ରାନ୍ତଙ୍କ ସହ ୩ଲକ୍ଷ ୨୫ ହଜାର ଟପିଛି। ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୩୫୬ କରୋନା ଆକ୍ରାନ୍ତ। ସଙ୍ଗରୋଧ କେନ୍ଦ୍ରରୁ ୧୯୯,ସ୍ଥାନୀୟ ୧୫୭। ମୋଟ ଆକ୍ରାଙ୍କ ସଂଖ୍ୟା ୩,୨୫,୮୬୧କୁ ବୃଦ୍ଧି ପାଇଛି। ୩,୨୦,୯୪୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୨୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
6. Cuttack: 19
7. Dhenkanal: 1
8. Gajapati: 2
9. Ganjam: 4
10. Jagatsinghpur: 13
11. Jajpur: 9
12. Jharsuguda: 6
13. Kalahandi: 7
14. Kandhamal: 1
15. Kendrapada: 9
16. Keonjhar: 6
17. Khurda: 41
18. Mayurbhanj: 29
19. Nawarangpur: 3
20. Nayagarh: 2
21. Nuapada: 18
22. Puri: 20— I & PR Department, Odisha (@IPR_Odisha) December 19, 2020
23. Rayagada: 4
24. Sambalpur: 25
25. Sonepur: 1
26. Sundargarh: 35
27. State Pool: 12New recoveries: 363
Cumulative tested: 6569279
Positive: 325861
Recovered: 320947
Active cases: 3029— I & PR Department, Odisha (@IPR_Odisha) December 19, 2020
୨୬ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୧ ଓ ସୁନ୍ଦରଗଡରୁ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୨୯, ବାଲେଶ୍ୱର ୨୬, ବରଗଡ ୧୭, ଭଦ୍ରକ ୭, ବଲାଙ୍ଗୀର ୧୦, କଟକ ୧୯, ଢେଙ୍କାନାଳ ୧, ଗଜପତି ୨, ଜଗତସିଂହପୁର ୧୩, ଯାଜପୁର ୯, ଝାରସୁଗୁଡ଼ା ୬, କଳାହାଣ୍ଡି ୭, କନ୍ଧମାଳ ୧,କେନ୍ଦ୍ରାପଡ଼ା ୯, କେନ୍ଦୁଝର ୬, ମୟୁରଭଞ୍ଜ ୨୯, ନବରଙ୍ଗପୁର ୩, ନୟାଗଡ ୨, ନୂଆପଡ଼ା ୧୮, ପୁରୀ ୨୦ , ରାୟଗଡ଼ା ୪, ସମ୍ବଲପୁର ୨୫, ସୋନପୁର ୧, ଷ୍ଟେଟ ପୁଲରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.