www.samajalive.in
Sunday, December 14, 2025
18.1 C
Bhubaneswar

 ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରେ ମହିଳା କର୍ମଚାରୀଙ୍କ ପାଇଁ ଅନ୍ତରୀଣ ଅଭିଯୋଗ କମିଟି ଗଠିତ

ଭୁବନେଶ୍ୱର:  କର୍ମ କ୍ଷେତ୍ରରେ ମହିଳାଙ୍କ କ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ଅଭିଯୋଗର ଶୁଣାଣି ପାଇଁ  ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଅନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇଛି  । ନିବାରଣ, ପ୍ରତିଷେଧ ଓ ପ୍ରତିତୋଷଣ ଅଧିନିୟମ ୨୦୧୩ ଅନୁସାରେ  ଅନ୍ତରୀଣ ଅଭିଯୋଗ କମିଟି ଗଠିତ କରାଯାଇଛି ।

ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଉପ ସଚିବ  ମନସ୍ୱନୀ ସାହୁ ଏହାର ପ୍ରିସାଇଡିଂ ଅଧିକାରୀ ଅଛନ୍ତି । ଅନୁ ସଚିବ ବିପିନି ବିହାରୀ ପାତ୍ର, ଓଡିଶା ଭାଷା ପ୍ରତିଷ୍ଠାନର ନିର୍ଦେଶିକା ତାମସରାଣୀ ଦାସମହାପାତ୍ର  , ଓଡିଶା ରାଜ୍ୟ ସଂଗ୍ରହାଳୟର ସଞ୍ଚାଳିକା ଜୟନ୍ତୀ ରଥ, ସଂସ୍କୃତି ବିଭାଗର ବରିଷ୍ଠ ସହାୟକ କୃଷ୍ଣ ମୋହନ ଦଳାଇ ଓ ଷ୍ଟେଟ୍‌ ପୋଗ୍ରେସିଭ୍‌ ଓ୍ୱିମେନସ୍‌ ଫୋରମ୍‌ର ମୁଖ୍ୟ ମମତା ସାମନ୍ତରାୟ ଏହି କମିଟିର ସଦସ୍ୟ ଅଛନ୍ତି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories