ଭୁବନେଶ୍ୱର : ନବୀନ ନିବାସରେ ବୁଧବାର ପହଞ୍ଚିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ପହଞ୍ଚିଥିଲେ। ବରପୁତ୍ରଙ୍କୁ ମାଲ୍ୟାର୍ପଣ ପରେ ନବୀନ ନିବାସରେ ପହଞ୍ଚିଥିଲେ। ଶପଥ ଗ୍ରହଣ ପୂର୍ବରୁ ନବୀନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି।
Popular Categories



