www.samajalive.in
Friday, December 12, 2025
14.1 C
Bhubaneswar

ବହି ଆଣି ନଥିବାରୁ ଷଷ୍ଠଶ୍ରେଣୀ ଛାତ୍ରକୁ ଚାପୁଡା ମାରି ଶିକ୍ଷକ ଗିରଫ- ଛାତ୍ର ଗୁରୁତର

ନୂଆଦିଲ୍ଲୀ – ବିଦ୍ୟାଳୟକୁ ବହି ଆଣି ନଥିବାରୁ ଷଷ୍ଠ ଶ୍ରେଣୀ ଛାତ୍ରକୁ ଚାପୁଡା ମାରିବା ସହ ତଣ୍ଟି ଚିପିବା ଅଭିଯୋଗରେ ଜଣେ ଶିକ୍ଷକ ଗିରଫ ହୋଇଛନ୍ତି । ଉତ୍ତରପୂର୍ବ ଦିଲ୍ଲୀରେ ଥିବା ଟୁକମୀପୁର ଅଞ୍ଚଳରେ ଏହି ଘଟଣା ଘଟିଛି ।

ଶିକ୍ଷକ ମାଡରେ ଛାତ୍ର ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହାପରେ ଛାତ୍ରର ପିତା ଥାନାରେ ଅଭିଯୋଗ କରିଥିଲେ ।ଆଇପିସି ଧାରା ୩୪୧ ଏବଂ ୩୨୩ ଅଧିନରେ ମାମଲା ରୁଜୁ କରି ପୁଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

- Advertisement -

ଗୁରୁତର ଛାତ୍ରକୁ ଚିକିତ୍ସା ପାଇଁ ଜିଟିବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories