ଚିଲିକା : ଜଳିଲା ନଳବଣ। ଶନିବାର ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାଳୁପଡା ଘାଟ ଜେଟି ନିକଟରେ ନିଆଁ ଲାଗିଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ଏକର ଏକର ଗଛ ସହ ଫିସିଂ କ୍ୟାଟ ପୋଡି ପାଉଁଶ ହୋଇ ଯାଇଛି।
ଅଫିସରେ ଖାଇବା ପରେ ଆପଣଙ୍କୁ ନିଦ ଲାଗୁଛି କି ? ଜାଣନ୍ତୁ କ’ଣ କରିବେ..
- Advertisement -
ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ମଧ୍ୟ ଜଳି ଯାଇଛି ବୋଲି ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।



