www.samajalive.in
Wednesday, December 10, 2025
23.1 C
Bhubaneswar

ପୂଜାରା : ଶ୍ରେଷ୍ଠ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ : ଚେତେଶ୍ବର ପୂଜାରା ଚଳିତ ଟେଷ୍ଟ ସିରିଜରେ ଶ୍ରେଷ୍ଠ ଖେଳାଳିଭାବେ ’ପ୍ଲେୟାର ଅଫ୍‌ ଦି ସିରିଜ’ ବିବେଚିତ ହୋଇଛନ୍ତି। ଚାରିଟି ଟେଷ୍ଟରେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ପୂଜାରା ୭୪.୪୨ ହାରରେ ମୋଟ ୫୨୧ ରନ ସ୍କୋର କରିଛନ୍ତି। ସିଡ୍‌ନୀ ଟେଷ୍ଟର ପ୍ରଥମ ଇନିଂସରେ ୧୯୩ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ଚଳିତ ସିରିଜରେ ପୂଜାରାଙ୍କ ପ୍ରଦର୍ଶନ ଦଳୀୟ ଅଧିନାୟକ ବିରାଟ କୋହଲିଙ୍କଠାରୁ ଯଥେଷ୍ଟ ଉନ୍ନତ ରହିଛି। କୋହଲି ୪ଟି ଟେଷ୍ଟରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ମୋଟ ୨୮୬ ରନ କରିଛନ୍ତି। ଅପରପକ୍ଷରେ ଋଷଭ ପନ୍ତ୍‌ ଚଳିତ ସିରିଜରେ ଦ୍ବିତୀୟ ଭାରତୀୟ ଖେଳାଳିଭାବେ ସର୍ବାଧିକ ୩୫୦ ରନ ସ୍କୋର କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories