www.samajalive.in
Friday, December 12, 2025
27.1 C
Bhubaneswar

ଚନ୍ଦ୍ରଯାନ-୩ର ସଫଳତା ନେଇ ଚକଖଡି ଶିଳ୍ପୀ ବିଜୟଙ୍କ କଳାକୃତି

ଗୋପାଳପୁର : ଚନ୍ଦ୍ରଯାନ-୩ର ସଫଳତା ନେଇ ଡୁରାର ଚକଖଡି ଶିଳ୍ପୀ ତଥା  ଇଞ୍ଜିନିୟରିଂ ଛାତ୍ର କେ.ବିଜୟ କୁମାର ରେଡ୍ଡୀଙ୍କ ପକ୍ଷରୁ ଚକଖଡି ରେ ଚନ୍ଦ୍ରଯାନର ବିଭିନ୍ନ କଳାକୃତି କରି ଖୁସି ପାଳନ କରିଛନ୍ତି । ଏଥି ସହ ଏହାର ସଫଳତା ପାଇଁ ମିଶନ ଚନ୍ଦ୍ରଯାନରେ ସାମିଲ ରହିଥିବା ସମସ୍ତ ବୈଜ୍ଞାନିକଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ‌ବିଜୟଙ୍କ ପକ୍ଷରୁ ପ୍ରାୟ ୧ ଘଣ୍ଟା ଧରି ୫ଟି ଚକଖଡିରେ ଇସ୍ରୋ, ଚନ୍ଦ୍ର, ପ୍ରଜ୍ଞାନ, ରୋଭର,ବିକ୍ରମ ଲ୍ୟାଣ୍ଡର ଓ ଚନ୍ଦ୍ରଯାନର ସୁକ୍ଷ୍ମ କାରିଗରୀରେ ଅବିକଳ ପ୍ରତିକୃତି କରିବା ସହ ରଙ୍ଗ ଦେଇଛନ୍ତି। ବିଜୟ ଏହା ପୂର୍ବରୁ ଚକଖଡି ରେ ଅନେକ କଳାକୃତି କରି ପ୍ରଶଂସା ସାଉଁଟି ବା ସହ ଏସିଆ ଏବଂ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ସହ ପ୍ରଶଂସିତ ହୋଇଛନ୍ତି ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories