www.samajalive.in
Saturday, December 6, 2025
16.1 C
Bhubaneswar

ଚାଣକ୍ୟ ନୀତି ; ଏହି ୨ଟି ଅଭ୍ୟାସ କରେ ଧନୀ

ଏହି ଅଭ୍ୟାସ ଥିଲେ,ଆଦୌ ହେବ ନାହିଁ ଧନର ଅଭାବ। ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଧନୀ ହେବାରେ ସେମାନଙ୍କ କିଛି ଅଭ୍ୟାସର ବିଶେଷ ଯୋଗ ଦାନ ରହିଛି। ଅନେକ ସମୟରେ ଏପରି ଦେଖାଯାଏ, କିଛି ଖରାପ ଅଭ୍ୟାସ କାରଣରୁ ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ଅଭାବ ଲାଗି ରହିଥାଏ। ଶୀଘ୍ର ଖର୍ଚ୍ଚ ମଧ୍ୟ ହୋଇଯାଏ।
ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ, ମନୁଷ୍ୟ ମଧ୍ୟରେ ସର୍ବଦା ଦାନ କରିବାର ଭାବନା ରହିବା ଉଚିତ୍‌‌।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଯେଉଁମାନେ ଦାନ କରନ୍ତି,ସେମାନଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ରହିଥାଏ। ଦାନ କରିବା ଦ୍ୱାରା ସମ୍ପତ୍ତି ହ୍ରାସ ନୁହେଁ ବରଂ ବୃଦ୍ଧି ହୋଇଥାଏ। ଏହି କାରଣରୁ ମନୁଷ୍ୟଙ୍କ ଭିତରେ ଦାନ କରିବା ଅଭ୍ୟାସ ରହିବା ଆବଶ୍ୟକ।
ସଭିଁଙ୍କୁ ଅସହାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଦାନ ଦେବା ଉଚିତ୍‌‌।
ନିଜ ପାଖରେ ଥିବା ଟଙ୍କାକୁ ନେଇ କଦାପି ଗର୍ବ କରନ୍ତୁ ନାହିଁ।
ଗର୍ବ କରିବା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଘରେ ଅଭାବ ଦେଖାଦିଏ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories