www.samajalive.in
Saturday, December 6, 2025
23.1 C
Bhubaneswar

ଅବିଶ୍ଵସନୀୟ ଭାବେ ହ୍ରାସ ପାଇଲା ରଡ୍‌ ଓ ସିମେଣ୍ଟ ମୂଲ୍ୟ, କିଣିବାକୁ ଲୋକଙ୍କ ଲମ୍ବା ଧାଡ଼ି

ସମାଜ ଡିଜିଟାଲ ଡେସ୍କ: ନିଜ ସ୍ଵପ୍ନର ଘରଟିଏ ନିର୍ମାଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। ଭାରତୀୟ ବଜାରରେ ଶସ୍ତା ହୋଇଛି ସିମେଣ୍ଟ ଓ ରଡ୍‌ର ମୂଲ୍ୟ। ଶୁଣିବାକୁ ମିଳୁଛି ଯେ, ଆଜିର ମୂଲ୍ୟରେ ବହୁତ ହ୍ରାସ ଘଟିଛି, ଫଳରେ ଲୋକମାନେ ବହୁ ପରିମାଣରେ ରଡ୍‌, ସିମେଣ୍ଟ କିଣୁଛନ୍ତି। ଯଦି ଆପଣ ମଧ୍ୟ ରଡ୍‌ ଓ ସିମେଣ୍ଟ କିଣିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବେଶ୍‌ ଲାଭଦାୟକ।

ଏହି ସୂଚନା ବର୍ତ୍ତମାନ ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି ଯେ ରଡ୍‌ର ମୂଲ୍ୟ କ୍ୱିଣ୍ଟାଲ ପିଛା ୬୪୦୦ ଟଙ୍କା ରହିଛି। ସେହିପରି ଯଦି କେହି ସିମେଣ୍ଟ କିଣିବେ, ତେବେ ସେ ବଡ଼ ଧରଣର ରିହାତି ଦେଖିବାକୁ ପାଇବେ। କୁହାଯାଉଛି ଯେ, କଂକ୍ରିଟ ସିମେଣ୍ଟର ମୂଲ୍ୟ ବସ୍ତା ପିଛା ୩୧୦ ଟଙ୍କା ରହିଛି। ଅପରପକ୍ଷେ ସର୍ବୋଚ୍ଚ ଗୁଣବତ୍ତା ବିଶିଷ୍ଟ ଜିପସମ୍ ସିମେଣ୍ଟର ବର୍ତ୍ତମାନର ମୂଲ୍ୟ ୩୫୦ ଟଙ୍କା ବୋଲି କୁହାଯାଉଛି।

- Advertisement -

 

 

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories