www.samajalive.in
Saturday, December 6, 2025
19.1 C
Bhubaneswar

ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ୫ ବର୍ଷିଆ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୫୨୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଅନୁମୋଦନ କରିଛି। ଦୀନଦୟାଲ ଅନ୍ତୋଦୟ ଯୋଜନା ଅନ୍ତର୍ଗତ ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ଏହି ଅର୍ଥ ଯୋଗାଇ ଦିଆଯିବ। ଏହି ଅବଧି ସମୟ ମଧ୍ୟରେ ଦରିଦ୍ର ଅନୁପାତ ସହିତ ଆବଣ୍ଟନକୁ ସଂଯୋଗ ନକରି ଏହି ଅର୍ଥ ଖର୍ଚ୍ଚ କରାଯିବ।

- Advertisement -


ଏହି ଅନୁମୋଦନ ଫଳରେ ଜାମ୍ମୁ କାଶ୍ମୀର ଓ ଲଦାଖର ଆବଶ୍ୟକତା ଅନୁଯାୟୀ ଜାତୀୟ ଗ୍ରାମୀଣ ମିଶନ୍ ଅଧୀନରେ ପର୍ଯ୍ୟାପ୍ତ ଅର୍ଥ ନିଶ୍ଚିତ କରିବ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେହି କେନ୍ଦ୍ର ଶାସିତ ଅଂଚଳରେ ସମସ୍ତ କେନ୍ଦ୍ରୀୟ ପ୍ରାୟୋଜିତ ହିତାଧିକାରୀ-ଆଧାରିତ ଯୋଜନାକୁ କାର୍ଯ୍ୟକାରି କରାଯାଇ ପାରିବ। ଜାମ୍ମୁ କାଶ୍ମୀର ଓ ଲଦାଖରେ ଜାତୀୟ ଗ୍ରାମୀଣ ମିଶନର ସମ୍ଭାବନାକୁ ଦୃଷ୍ଟିରେ ରଖି ଗ୍ରାମୀଣ ପରିବାରର ଜୀବନଶୈଳୀ ତଥା ମହିଳା ସଶକ୍ତିକରଣର ଉନ୍ନତି ପାଇଁ ଏହି ଅର୍ଥ ଅନୁମୋଦନ କରାଯାଇଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories