www.samajalive.in
Friday, December 12, 2025
15.1 C
Bhubaneswar

ଏଫ୍‍ସିଆଇ ପୁଞ୍ଜି ପରିମାଣ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‍ କମିଟି ଭାରତୀୟ ଖାଦ୍ୟ ନିଗମ(ଏଫ୍‍ସିଆଇ) ପାଇଁ ପୁଞ୍ଜି ପରିମାଣକୁ ବର୍ତ୍ତମାନର ୩ ହଜାର ୫୦୦ କୋଟି ଟଙ୍କାରୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛି ।
ଏଥିସହିତ କେନ୍ଦ୍ର ବଜେଟ୍‍ ମାଧ୍ୟମରେ ଏଫ୍‍ସିଆଇକୁ ଅତିରିକ୍ତ ଅଂଶଧନ ପୁଞ୍ଜି ଦିଆଯାଇପାରିବ । ଏହାଦ୍ୱାରା ଅଧିକ ଖାଦ୍ୟଶସ୍ୟ ମହଜୁଦ୍‍ ରଖିବାପାଇଁ ଏଫ୍‍ସିଆଇ ପାଖରେ ପର୍ଯ୍ୟାପ୍ତ ରାଶି ଉପଲବ୍ଧ ହେବ । ଏହାଦ୍ୱାରା ଏଫ୍‍ସିଆଇକୁ ଉଦ୍ଧାର ନେବାକୁ ପଡ଼ିବ ନାହିଁ ଓ ସୁଧ ବାବଦରେ ଏହାକୁ ଯେଉଁ ଅର୍ଥ ଦେବାକୁ ପଡ଼ୁଥିଲା, ତାହା ଆଉ ଦେବାକୁ ପଡ଼ିବ ନାହିଁ । ଏହାର ଫଳସ୍ୱରୂପ ଖାଦ୍ୟ ରିଆତି ହ୍ରାସ ପାଇବ ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories