୨୧ରେ କ୍ୟାବିନେଟ

0

ଭୁବନେଶ୍ୱର : ଆସନ୍ତା ୨୧ ତାରିଖ ଅପରାହ୍ଣରେ କ୍ୟାବିନେଟ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କୃଷି, ରାଜସ୍ୱ, ସଂସଦୀୟ ବ୍ୟାପାର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କେତେକ ପ୍ରସ୍ତାବକୁ ମଞ୍ଜୁରି ଦିଆଯିବା ସମ୍ଭାବନା ରହିଛି। ଏ ପର୍ଯ୍ୟନ୍ତ ବୈଠକରେ ଆଲୋଚନା ପାଇଁ ଚାରିଟି ପ୍ରସ୍ତାବ ଥିବା ବେଳେ କ୍ୟାବିନେଟରେ ବିଭିନ୍ନ ବିଭାଗର୧୦ଟିରୁ ଅଧିକ ପ୍ରସ୍ତାବ ଆସିବ ବୋଲି ସୂଚନା ମିଳିଛିି।

Leave A Reply