www.samajalive.in
Saturday, December 6, 2025
14.1 C
Bhubaneswar

ଗଛରେ ପିଟିହେଲା ବସ୍ ; ୩୫ ଆହତ

କେନ୍ଦୁଝର : କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଗୁରୁବାର ଏକ ବସ୍ ଦୁର୍ଘଟଣା ଘଟିଛି । ଏଥିରେ ୩୫ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ପୁଲିସ ଉଦ୍ଧାର କରି ଯୋଡ଼ାସ୍ଥିତ ଟାଟା ମେଡ଼ିକାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ବସଟି ୩୫ଜଣ କମ୍ପାନୀ କର୍ମଚାରୀଙ୍କୁ ନେଇ ଯୋଡ଼ାରୁ ଖଣ୍ଡବନ୍ଧ ଯାଉଥିଲା। ଏହି ସମୟରେ ବିତିମୁଣ୍ଡି ନିକଟରେ ବସ୍ ଟି ଭାରସାମ୍ୟ ହରାଇ ଗଛରେ ପଟି ହୋଇଯାଇଥିଲା । ଏହାଫଳରେ ଏଥିରେ ଥିବା ୩୫ଜଣ ଯାତ୍ରୀ ଆହତ ହୋଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି  ଆହତଙ୍କୁ ଉଦ୍ଧାର କରି ଯୋଡ଼ାସ୍ଥିତ ଟାଟା ମେଡ଼ିକାଲରେ ଭର୍ତ୍ତି କରିବାସହ ତଦନ୍ତ ଆରମ୍ଭ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories