www.samajalive.in
Wednesday, December 10, 2025
23.1 C
Bhubaneswar

ବୁର୍ଲା ଭିମସାର ହସପିଟାଲକୁ ୧୦ ଗୋଟି ହ୍ୱିଲ ଚେୟାର ପ୍ରଦାନ

ବୁର୍ଲା; ବୁର୍ଲା ଭିମସାର ହସପିଟାଲକୁ ୧୦ ଗୋଟି ହ୍ୱିଲ ଚେୟାର ଅଶୋକ ଜଲାନ ଫାଉଣ୍ଡେସନ ଓ ଲାୟନ୍ସ ସିଲ୍କ ସମ୍ବଲପୁର ତରଫରୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଶୋକ ଜଲାନ ଫାଉଣ୍ଡେସନ ଓ ଲାୟନ୍ସ ସିଲ୍କ ସମ୍ବଲପୁର ତରଫରୁ ପ୍ରଦାନ କରାଗଲା। ଅଶୋକ ଜଲାନ ଫାଉଣ୍ଡେସନର ମୁଖ୍ୟ ଅଶୋକ କୁମାର ଜଲାନ ଓ ଲାୟନ୍ସ ସିଲ୍କର ସଭ୍ୟମାନଙ୍କ ଉପସ୍ତିତିରେ ଷ୍ଟୋର ମେଡ଼ିକାଲ ଅଫିସର ଡ଼ ଅଶୋକ କୁମାର ପାଣିଗ୍ରାହୀଙ୍କୁ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଲାୟନ ଜିଏଲଟିଡ଼ି କୋର୍ଡ଼ିନେଟର ଚରଣଞ୍ଜିତ କୌରହୁରା, ଜେଡ଼ସି ଲାୟନ ନରେଶ ଭେଦି, ଲାୟନର ସଭାପତି କୁଶପ୍ରିତ ହୁରା ଏବଂ ଲାୟନ ମନୋରମା ଜଲାନଙ୍କ ସମେତ ବୁର୍ଲା ଭିମସାର ଷ୍ଟିୱାର୍ଡ଼ ଅଶ୍ୱିନୀ ମେହେର, ରେଡ଼କ୍ରସ ପାଟ୍ରନ ନିହାଲ ସିଂ ଉପସ୍ତିତ ରହିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories