www.samajalive.in
Sunday, December 14, 2025
14.1 C
Bhubaneswar

ବୁଗୁଡା କୋର୍ଟ ଏ.ଏସ.ଆଇ. ନିଲମ୍ବିତ, ଗିରଫ ଓ କୋର୍ଟ ଚାଲାଣ

ବୁଗୁଡା : ବୁଗୁଡା ବିଚାର ବିଭାଗୀୟ ଅଦାଲତଙ୍କ ବିଚାରପତିଙ୍କ ଜାଲ ସ୍ବାକ୍ଷର କରି ଜଣେ ବିଚାରାଧୀନ ବନ୍ଦୀକୁ ଜେଲରୁ ଖଲାସ କରିଥିବା ଅଭିଯୋଗ ନେଇ କୋର୍ଟ ଏଏସଆଇ ସୂର୍ୟ୍ୟ ନାରାୟଣ ବେହେରାଙ୍କ ବିରୁଦ୍ଧରେ ବୁଗୁଡା ଥାନା କେଶ ନଂ ୫୮/୨୧ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଏଏସଆଇ ଶ୍ରୀ ବେହେରାଙ୍କୁ ଭଞ୍ଜନଗର କାର୍ଯ୍ୟାଳୟରେ ଜେରା କରି ପଦବୀରୁ ନିଲମ୍ବିତ କରିଥିଲେ। ପରେ କୋର୍ଟ ଏଏସଆଇ ସୂର୍ୟ୍ୟ ନାରାୟଣ ବେହେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଭଞ୍ଜନଗରର ମାନ୍ୟବର ଏସ.ଡି.ଜେ.ଏମ. କୋର୍ଟର ଜି.ଆର. ନମ୍ବର ୧୬୪/୨୧ ପ୍ରକାରେ ମାମଲା ପଞ୍ଜିକରଣ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories